ପଞ୍ଚାୟତବାସୀଙ୍କ ନିଷ୍ପତ୍ତି : ମଦ ପିଇଲେ ୧୦ ହଜାର ଓ ରାସନ୍‌କାର୍ଡରୁ ବାଦ୍‌

ବଡ଼କେରା: ଅନୁଗୁଳ ଜିଲ୍ଳାର ଏକ ପଞ୍ଚାୟତରୁ ମଦକୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ପଞ୍ଚାୟତବାସୀ ବଜ୍ର ଶପଥ ନେଇଛନ୍ତି। ମଦ ବିକ୍ରି କଲେ କିମ୍ବା ମଦ୍ୟପାନ କରି ଧରା ପଡ଼ିଲେ ପଞ୍ଚାୟତବାସୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। ଗାଁରେ ମଦ ବିକ୍ରି କଲେ କିମ୍ବା ମଦ୍ୟପାନ କରି ଧରା ପଡ଼ିଲେ ୧୦ ହଜାର ଟଙ୍କା ଜରିମାନା, ରାସନ୍‌କାର୍ଡରୁ ବାଦ ପଡ଼ିବେ। ପୁଲିସରେ ମାମଲା ରୁଜୁ ହେଲା ପରେ ଯଦି ନ ସୁଧୁରିଲା … Continue reading ପଞ୍ଚାୟତବାସୀଙ୍କ ନିଷ୍ପତ୍ତି : ମଦ ପିଇଲେ ୧୦ ହଜାର ଓ ରାସନ୍‌କାର୍ଡରୁ ବାଦ୍‌